ଢାଗା ଗଳେଇବା
(ଢାଗା ମାରିବା, ଢାଗା ଦେବା—ଅନ୍ୟରୁପ)
ଖୁବ୍ ଦୂର ଛାଡିଆ କରି ଢାଗା ଦେଇ ସିଲାଇ କରିବା; ଛୁଞ୍ଚିରେ ଗୋଟିକିଆ ସିଲାଇ କରିବା — To make a single stitch.