ଢାଳେ
ଢାଳେ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - (ପଦ୍ୟ) କ୍ରି.ବିଶେଷଣ -[ସମ୍ପାଦନା]
- ୧. (ଥରେ ମୁଣ୍ଡ ଢାଳିବାକୁ ଯେତେ ସମୟ ଲାଗେ, ସେତିକି ସମୟରେ); କ୍ଷଣକରେ; ଏକ ପିଛଡ଼ାରେ —୧. In the twinkling of the eye; in a moment; in a trice.
ଢାଳେ ପ୍ରଣୟ ବୃଷ୍ଟି କଲା ଶୋଭଙ୍ଗୀ ଗୋଲକ. ଇନ୍ଦୁରେଖା
- ୨. ଅନାୟାସେ; ଅକ୍ଳେଶରେ; ସହଜରେ —୨. Easily
ଢାଳେ ଅସୁର ଗଲା ନାଶ ବଳରାମ ଦାଶ. କନଳଲୋଚନ ଚଉତିଶା
- ୩. ନିଶ୍ଚୟରେ —୩. Certainly.
ତାଳେ ବଚାର ତାଳେ ବିଚାର ଦର୍ଶନ ବେଳୁ କରେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୪. ଥରେମାତ୍ର; ବାରେ —୪. Only once.
ଢାଳେ ତ ଢାଳିଲୁ ନାହିଁ କୃପା ସୁଧାଝରି କିରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ତ ଗୀତ
- ୫. ଟିକିଏ ମାତ୍ର; ତିଳେ —୫. A little.
- ୬. ଦୃଷ୍ଟିମାତ୍ରକେ; କଟାକ୍ଷମାତ୍ରରେ —୬. At a glance.
ବିଶେଷଣ -[ସମ୍ପାଦନା]
ଏକ ଢାଳ ବା ଘଟିପରିମିତ — A small metal jug of (Water).
(ଯଥା—ଢାଳେ ପାଣି)