ଢିଙ୍କି ପାହାର
ଢିଙ୍କି ପାହାର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଢିଙ୍କି ପାହାର
|
(ଢେଙ୍କି ପାହୁରାଣୀ—ଅନ୍ୟରୁପ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଢିଙ୍କି ମୁଣ୍ଡରୁ ଅଳ୍ପ ଦୂରରେ ଭରାଣ୍ଡିରେ ପଡ଼ିବା ନିମିତ୍ତ ଲମ୍ୱ ଭାବରେ ମୂଷଳାକାରରେ ପଶିଥିବା କାଠ ଖଣ୍ଡ — ୧. The pestle of a 'Ḍhiṅki'
- ୨. ଢିଙ୍କିର ଆଘାତ — ୨. A stroke of the Ḍheṅki.