ଢିପ
ଢିପ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଢପଣା—ଅନ୍ୟରୂପ)
ଦେଶଜ - ବି (ସଂସ୍କୃତ - ସ୍ତୁପ ବା ଦ୍ୱୀପ)[ସମ୍ପାଦନା]
- ୧. ଦ୍ୱୀପାକାର ବା ଉଚ୍ଚ ଭୂମି; କୁଦ —୧. High land; high ground.
- ୨. ମାଟିର ସ୍ତୁପ —୨. Mound of earth; a raised land; hillock.
ଦେଶଜ - ବିଶେଷଣ -[ସମ୍ପାଦନା]
ଉଚ୍ଚ; ଢିପ —Heigh; raised.
ଚତୁରସ୍ରେ ଦ୍ୱିପ ଯେ ଖାଲ କୋଣଯାଏ କୃଷ୍ଣସିଂହ. ମହାଭାରତ. ବନ