ଢୁକାଇ ଦେବା
ଢୁକାଇ ଦେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଢୁକାଇ ଦେବା
|
ଦେଶଜ - କ୍ରି. (ସଂସ୍କୃତ - ଢୌକ ଧାତୁ= ଗତି)[ସମ୍ପାଦନା]
ପହଞ୍ଚାଇବା; ପ୍ରବେଶ କରାଇବା — To cause a thing to reach; to reach a thing to a place; to thrust.
ଢୁକାଇ ଦେଲେ ତୃଷିତ ଚକୋର ଚଞ୍ଚୁରେ ଶୀତ— ଭାନୁ ଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ତ. ଗୀତ