ଢୁକୁଢୁକୁ
ଢୁକୁଢୁକୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଢୁକ୍, ଢୁକ୍ଢୁକ୍ଅନ୍ୟରୂପ
ଦେଶଜ - (ଧନ୍ୟନୁକରଣ) ଅ[ସମ୍ପାଦନା]
- ୧. ପାଣି ଢ଼ୋକିବାର ଶବ୍ଦ — ୧. The sound of gulping one sip of water.
- ୨. ହୁଗୁଳା, ଶ୍ଳଥ —୨. Slack; loose.
- ୩. ଜୀବନ ଯିବା ପୂର୍ବରୁ କ୍ଷୀଣଭାବରେ ନିଶ୍ୱାସ ମାରିବା; କ୍ଷୀଣଭାବରେ ହାମ୍ପିବା — ୩. Slow painting of a dying animal.