ଣି

ଉଇକିଅଭିଧାନ‌ରୁ

ଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - (ପ୍ରତ୍ୟୟ) (କ୍ରିୟା ପରେ ବ୍ୟବହୃତ)[ସମ୍ପାଦନା]

୧. (ନିଶ୍ଚୟାର୍ଥ) ନିଶ୍ଚେ — ୧. (an inflection used after verbs)-Certainly.

ଗଲେଣି ତୋ ସଙ୍ଗତୁ ଯେତେକ ଜନ—ମନବୋଧ ଚୁଉତିଶା

୨. ତର୍କଣାର୍ଥ —Methinks.

(ଯଥା—ସେ ଶୋଇବେଣି)

୩. ସମାପ୍ତ୍ୟର୍ଥ —୩. Denoting the end.

ଗଲାଣିତ ଗଲା କଥାରେ ସଙ୍ଗୀତ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଗ. ଗୀତ