ତଞ୍ଚକ
ତଞ୍ଚକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତଞ୍ଚ୍ ଧାତୁ=ଗମନ, ସଙ୍କୋଚନ+କର୍ତ୍ତୃ. ଅକ)[ସମ୍ପାଦନା]
ପ୍ରବଞ୍ଚକ ବା ପ୍ରତାରକ ବ୍ୟକ୍ତି —A cheat; a fraudulent person; an imposter.
ବିଶେଷଣ -[ସମ୍ପାଦନା]
ପ୍ରତାରଣାକାରୀ —Fraudulent.
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (କଚିରିଆ ଭାଷା)[ସମ୍ପାଦନା]
ପ୍ରତାରଣା —Fraud; decention.
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (କଚିରିଆ ଭାଷା)[ସମ୍ପାଦନା]
ପ୍ରତାରଣାପୂର୍ଣ୍ଣ —Fraudulent.