ତତ୍କାଳ
ତତ୍କାଳ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ତତ୍କାଳ—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ତଦ୍+କାଳ)[ସମ୍ପାଦନା]
- ୧. ସେହି ସମୟ — ୧. That time.
- ୨. ସେହି ନିର୍ଦ୍ଦିଷ୍ଟ ସମୟ — ୨. That particular time.
ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ତତ୍କାଳେ)[ସମ୍ପାଦନା]
- ୧. ତତ୍କ୍ଷଣାତତ୍ — ୧. Instantly; immediately; at once.
- ୨. ଅତି ଶୀଘ୍ର —୨. Sharp; quickly.
ପୁତ୍ର ଇଚ୍ଛାକରି ଖାଇଲେ ତତ୍କାଳ—କୃଷ୍ଣସିଂହ, ମହାଭାରତ. ସଭା
- ୩. ଯୁଗପତ୍ —୩. Simultaneously.