ତତ୍ପଶ୍ଚାତ

ଉଇକିଅଭିଧାନ‌ରୁ

ତତ୍ପଶ୍ଚାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତତ୍ପଶ୍ଚାତ୍—ଅନ୍ୟରୁପ)

ସଂସ୍କୃତ - କ୍ରି. ବିଶେଷଣ - (ତତ୍+ପଶ୍ଚାତ୍)[ସମ୍ପାଦନା]

୧. ତତ୍ପରେ; ତାହା— ପରେ —୧. After that.
୨. ତାହାଙ୍କ ପରେ —୨. After him.
୩. ତାହାଙ୍କ ପଛରେ —୩. Behind him.