ତପସିଲ୍
ତପସିଲ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ତଫ୍ସୀଲ୍) (କଚିରିଆ)[ସମ୍ପାଦନା]
- ୧. ବିବରଣ — ୧. Description.
- ୨. ବିସ୍ତାରିତ ବିବରଣ —୨. Detailed statement.
- ୩. ତାଲିକା; ଫେରସ୍ତ; ଫର୍ଦ —୩. Schedule; list.
- ୪. କୈଫିୟତ —୪. Explanation; explanatory remarks.
- ୫. ବିଶ୍ଳେଷଣ; ବିଭାଜନ; ବଣ୍ଟନ —୫. Distribution.
- ୬. ସୂଚୀ —୬. Index.
- ୭. ଟୀକା; ନୋଟ୍ —୭. Note.
ଦେଶଜ - ବିଶେଷଣ -[ସମ୍ପାଦନା]
ଯହିଁର ବିସ୍ତାରିତ ବିବରଣ ନିମ୍ନରେ ଦିଆଗଲା; ତପସିଲ ଲିଖିତ —Of which the detail is appended or given below.