ତମାଦି ଆଇନ୍
ତମାଦି ଆଇନ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ତମାଦି ଆଇନ୍
|
ବୈଦେଶିକ - ବିଶେଷ୍ୟ - (ଆରବୀ - ତମାଦୀ+ଆଇନ୍) (କଚିରିଆ ଭାଷା)[ସମ୍ପାଦନା]
ଯେଉଁ ଆଇନ୍ରେ ଭିନ୍ନ ଭିନ୍ନ ଶ୍ରେଣୀର ଦାବୀ ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ସମୟ ପରେ ବାରିତ ହେବା ବିଷୟର ଉଲ୍ଲେ ଥାଏ —Law of Limitation; Limitation Act.
[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଇଂରେଜ ଶାସିତ ଭାରତବର୍ଷରେ ୧୯୮: ସାଲର ଯେଉଁ ୯ ଆଇନ୍ ତମାଦି ଆଇନ୍ ନାମରେ ଚଳୁଅଛି ତହିଁରେ ଭିନ୍ନ ଭିନ୍ନ ମକଦ୍ଦମା, ଅପିଲ, ଦରଖାସ୍ତ ଓ ଅନ୍ୟାନ୍ୟ ଦାବୀ କଚିରିରେ ଉତ୍ଥାପିତ କରିବା ପାଇଁ ଭିନ୍ନ ଭିନ୍ନ କାଳ ନିର୍ଦ୍ଦିଷ୍ଟ ହୋଇଅଛି; ସେହି ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ମକଦ୍ଦମା ଦାଏର ନ କଲେ ବା ଦରଖାସ୍ତ ଆଦି ନ ଦେଲେ ପ୍ରାର୍ଥୀ କୌଣସି ପ୍ରତୀକାର ପାଇ ପାରିବ ନାହିଁ]