ତରକା
ତରକା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ତର୍କା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. (ସଂସ୍କୃତ - ଚକିତ; କ୍ରସ୍ତ)—ହୁରୁଡ଼ା; ଭୟାଳୁ; ଯେ ସାମାନ୍ୟ କାରଣରୁ ଅସ୍ଥିର ହୋଇ ପଳାଇଯାଏ; ଭୀରୁ —୧. Timid; easily frightened; shy.
- ୨. (ସଂସ୍କୃତ - ଚତୁର)—କୌଶଳୀ; ଚତୁର — ୨. Shrewd; elusive; crafty; sly.
- ୩. (ସଂସ୍କୃତ - ସତର୍କ)—ହୁସିଆର; ସାବଧାନ — ୩. Cautious; vigilant.
- ୪. (ସଂସ୍କୃତ - ତରସ=ବେଗ)—ଅତ୍ୟନ୍ତ ବେଗବାନ୍ — ୪. Very fleet.
ବାପ ବଙ୍କା, ପୁଅ ସଳଖା, ନାତି ଟୋକାଟି ବଡ଼ ତଲକା (ଧନୁ ଗୁଣ ଓ ଶର)—ପ୍ରହେଳିକା
ଦେଶଜ - ବିଶେଷ୍ୟ - (ଆ)[ସମ୍ପାଦନା]
- ୧. ତରକା ହିଂସା (ଦେଖ) - ୧. Tarakā hiṁsā (See).
- ୨. ପରୋକ୍ଷ ଉତ୍ତରାଧିକାରୀଙ୍କୁ ମିଳିବା ମୃତ ବ୍ୟକ୍ତିର ସମ୍ପତ୍ତି — ୨. Property left by a deceased which is in herited by his collateral heirs.
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ହିନ୍ଦୀ - ତରକୀ)[ସମ୍ପାଦନା]
କାପ; କାନର ବର୍ତ୍ତୁଳ ଅଳଂକାରବିଶେଷ; ତଡ଼କା — A kind of flat ornament for the ears.