ତଳି ପୋଛ

ଉଇକିଅଭିଧାନ‌ରୁ

ତଳି ପୋଛ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ନିଃଶେଷିତ; ଖାଲି — Drained to the last.

ପୁଅମାନେ ଧାନ ଅମାର ତଳିପୋଛ ପ୍ରାୟ କରି ଦେଲେଣି— ଫକୀରମୋହନ. ଛମାଣ ଆଠଗୁଣ୍ଠ