ତସ୍ଦିକ୍
ତସ୍ଦିକ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ତସଦୀକ୍) (କଚିରିଆ)[ସମ୍ପାଦନା]
- ୧. କୌଣସି ବିଷୟର ସତ୍ୟତା ସମ୍ୱନ୍ଧେ ପ୍ରମାଣ ବା ସମର୍ଥନ — ୧. Verification.
- ୨. କୌଣସି ବିଷୟର ସତ୍ୟତା ହାକିମଙ୍କ ଆଗରେ ପ୍ରମାଣସ୍ୱରୂପ ସ୍ୱୀକାର କରିବା; ଚିହ୍ନଟ — ୨. Attestation; identification.
- ୩. କୌଣସି ଦଲିଲ ପରୀକ୍ଷା କରି ସେଥିରେ କରାଯିବା ହାକିମଙ୍କର ଦସ୍ତଖତ୍ —୩. Countersignature of an authority on a document.
- ୪. ସାକ୍ଷ୍ୟ; ଗଭେଇ —୪. Testimony.