ତାରିଖ
ତାରିଖ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ତାରିଖ୍)[ସମ୍ପାଦନା]
- ୧. ମାସର ଦିନ — ୧. Date or day of the month.
- ୨. (କଚରିଆ) ମକଦ୍ଦମା ଶୁଣାଣି ହେବା ପୂର୍ବରୁ ନିର୍ଦ୍ଧାରିତ ଦିନ —୨. Date fixed for the hearing of a case.
[ଦ୍ରଷ୍ଟବ୍ୟ — ଏହାର ସାଙ୍କେତିକ 'ତା' ତାରିଖ ଲେଖିବାର ନିୟମ ଏହିକି ପ୍ରଥମେ ତାରିକର ପୂରଣ ସଂଖ୍ୟା ଲେଖାଯାଏ ଓ ସମସ୍ତଙ୍କ ପୂର୍ବରେ 'ତା' ଲେଖାଯାଏ; ଯଥା—୧୯୩୩: ସାଲ ମାର୍ଚ୍ଚ ମାସ ପାଞ୍ଚ ତାରିଖ ଲେଖିବାକୁ ହେଲେ ତା୫/୩/୧୯୩୩: ଲେଖାଯାଏ ସାଧାରଣତଃ ଇଂରାଜି ମାସର ଦିବସକୁ ତାରିଖ ଓ ଓଡ଼ିଆ ଗଣନାର ମାସର ଦିବସକୁ ଦିନ ବୋଲାଯାଏ ]