ତାର୍

ଉଇକିଅଭିଧାନ‌ରୁ

ତାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଶଗଡ଼ ଚକର ଚାରି ଆଡ଼େ ବୁଲିଥିବା ଲୌହ ବଳୟ; ହାଲ — ୧. Iron rim of a cart-wheel.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାର୍; ପର୍ଟୁଗୀଜ୍—ଆଲକାତରା; ତୁଳ ସଂସ୍କୃତ - ଆରାଳ=ସାଳନିର୍ଯ୍ୟାସ)[ସମ୍ପାଦନା]

୨. ରାଳ; ଆଲକାତରା —୨. Tar; coal-tar.