ତିରୋଟିଆ

ଉଇକିଅଭିଧାନ‌ରୁ

ତିରୋଟିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ତିରୋଟ (ଦେଖ) - ୧. Tiroṭa (See).
୨. (ସଂସ୍କୃତ - ତୀରଭୁକ୍ତିରୁ ହିନ୍ଦୀ - ତ୍ରିହୁତ ଓ ତିରିହୁତ)— ପୁରୀ ଜିଲ୍ଲାର ଯେଉଁ ବ୍ରାହ୍ମଣମାନେ ଅନେକ ପୁରୁଷ
ହେଲା ପୁରୀରୁ ଯାଇ ଦ୍ୱାରଭଙ୍ଗା (ତ୍ରିହୁତ)ର ମହା ରାଜାଙ୍କ ଠାରୁ ଜମିବାଡ଼ି ପାଇ ସେଠାରେ ସପରିବାରରେ ବାସ କରୁଅଛନ୍ତି — ୨. (Brahmans of Puri) Who have for generations settled in Darbhanga on grants of land given by former Maharajas.