ତୁ

ଉଇକିଅଭିଧାନ‌ରୁ

ତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ଅ[ସମ୍ପାଦନା]

ପାଦପୂରଣାର୍ଥ — A Conjunction used in concluding a sentence.

[ଦ୍ରଷ୍ଟବ୍ୟ —ଏହା ସଂସ୍କୃତରେ ବ୍ୟବହୃତ ହୁଏ; ଓଡ଼ିଆରେ ବ୍ୟବହୃତ ହୁଏ ନାହିଁ]

(ତୁଉ—ଅନ୍ୟରୁପ)

ଅନୁବାଦ[ସମ୍ପାଦନା]

ଦେଶଜ - ଅ.[ସମ୍ପାଦନା]

କୁକୁରକୁ ପାଖକୁ ଡ଼ାକିବାର ଶବ୍ଦ — A shout to call a dog to one's side.

ଦେଶଜ - ସର୍ବ. (ସଂସ୍କୃତ - ତ୍ୱଂ;ପ୍ରା. ତୁଂ)[ସମ୍ପାଦନା]

(ଅମାନ୍ୟର୍ତା ୨ୟ ପୁରୁଷ ୧ବଚନ) 'ତୁମ୍ଭେ'ର ଅମାନ୍ୟାର୍ଥକ ରୂପ — Thou (contemptuously used).

[ଦ୍ରଷ୍ଟବ୍ୟ —ସ୍ନେହ ଓ ବାତ୍ସାଲ୍ୟାଥରେ ମଧ୍ୟ'ତୁ' ବୋଲି ବ୍ୟବହୃତ ହୁଏ ଅତି ଭକ୍ତିରେ ଈଶ୍ୱରଙ୍କୁ ମଧ୍ୟ 'ତୁ' ବୋଲି ସମ୍ୱୋଧନ କରାଯାଏ; ଯଥା— ତୁ ନାଥ ପରମ ଦୟାଳୁ,ଦୁଷ୍ଟ ନିବାରି ସନ୍ଥ ପାଳୁ]



ତୁ (ଧାତୁ) —

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

୧. ହିଂସା କରିବା; ବଧ କରିବା — ୧. To envy; to kill.
୨. ବୃଦ୍ଧିପାଇବା —୨. To increase.