ତ୍ୟାଜପତ୍ର
ତ୍ୟାଜପତ୍ର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - .ବିଶେଷ୍ୟ - (ସଂସ୍କୃତ - ତ୍ୟାଗପତ୍ର)—(କଚିରିଆ ଭାଷା)[ସମ୍ପାଦନା]
- ୧. ଆପଣା ନିମନ୍ତେ ଆପଣାର ପୁତ୍ର ତ୍ୟକ୍ତ ସମ୍ପତ୍ତିରେ ଅଧୀକାରୀ ହେବନାହିଁ ବୋଲି ପିତା ଯେଉଁ ଦଲିଲ ଲେଖି ଦିଏ —୧. A deed disinheriting one's son.
- ୨. ତ୍ୟାଗପତ୍ର; ଛାଡ଼ପତ —୨. A deed of divorce.