ଥଟା
ଥଟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଟ୍ଟରୀ; ତୁଳ. ତା. ତିଟ୍ଟୁ=ଗାଳିଦେବା; ତୁଳ. ସଂସ୍କୃତ - ଅଟ୍ଟହାସ)[ସମ୍ପାଦନା]
- ୧. ଉପହାସ; ବ୍ୟଙ୍ଗ — ୧. Irony; satire; innuendo; redicule.
- ୨. ପରିହାସ —୨. Joke; jest.
- ୩. କୌତୁକ ବାକ୍ୟ —୩. Wit and humour; fun.
- ୪. ଟାପରା —୪. Practical joke.
ବିଶେଷଣ -[ସମ୍ପାଦନା]
ଥଟା ଖେଳିବାର ଉପଯୁକ୍ତ (ବ୍ୟକ୍ତି) — (a person) Fit to be joked with.