ଥଟାରି
ଥଟାରି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଥଟାରୁଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାଳକର; କିମ୍ୱା ଧ୍ୱନ୍ୟର୍ଥକ)[ସମ୍ପାଦନା]
- ୧. କଂସାରି —୧. Brazier; brass- founder.
- ୨. ଯେଉଁ ବ୍ୟକ୍ତି ପିତଳ ଓ କଂସାର ବାସନ ଓ ଗହଣାଆଦି ତିଆରି କରେ —୨. One who manufactures bellmetal articles.
ଥଟାରି ଘର ପାରା, (ତାକୁ) କୁଲା ତମ ତମ ଡରା—ଢଗ