ଥମିବା
ଥମିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ସଂସ୍କୃତ - ସ୍ତନ୍ଭ୍ ଧାତୁ ସଂସ୍କୃତ - ସ୍ତମ୍ଭନ, ପ୍ରା. ଥଂଭନ)[ସମ୍ପାଦନା]
- ୧. ବନ୍ଦ ହେବା —୧. To cease; to stop.
କାହିଁ ଥମି ଗଲା ବିରୋଧ ମଧୁସୂଦନ, ଉତ୍ତରରାମଚରିତ
- ୨. ଥମ ଖାଇବା —୨. To come to a standstill; to be taken aback.
- ୩. କଥା ବନ୍ଦ କରିବା —୩. To cease speaking; to desist from speaking.
- ୪. ଗତି କରୁ କରୁ ଅଟକି ଯିବା — ୪. To halt; to pause.
- ୫. (ମେଘ, ଜୁଆର ଆଦି) କମିବା; ଉପଶାନ୍ତ ହେବା — ୫. To slack (as the tide or rain).