ଥରଥର
ଥରଥର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ଅସ୍ଥିର କିମ୍ୱା ସ୍ଥବିର=ବୃଦ୍ଧ; ବୃଦ୍ଧମାନେ କମ୍ପନ୍ତି ବୋଲି)[ସମ୍ପାଦନା]
- ୧. କମ୍ପିତ; କମ୍ପାନ୍ୱିତ — ୧. Shaking; shivering; trembling.
ସେ ଜ୍ୱର ଇନ୍ଦ୍ରଙ୍କ ଆଜ୍ଞାରେ ବୁଞ୍ଚାସୁର ଦେହରେ ରହି ହୃଦ କଲା ଥରଥର କୃଷ୍ଣସିଂହ, ମହାଭାରତ ଶାନ୍ତି
- ୨. ଅଥରପା; ଅସ୍ଥିର —୨. Tottering.
- ୩. ଛାନିଆ; ଭୟରେ ଅଧୀର — ୩. Shaking through fear.
- ୪. ଶୀତରେ ଥୁରୁ ଥୁରୁ ବା କମ୍ପମାନ — ୪. Shivering through cold.
ଅନୁବାଦ[ସମ୍ପାଦନା]
କ୍ରି.ବିଶେଷଣ -[ସମ୍ପାଦନା]
- ୧. ବିଶେଷ କମ୍ପର ସହିତ; ଠକ୍ ଠକ୍ ହୋଇ (କମ୍ପିବା) —୧. With much trembling.
(ଯଥା—ପିଲାଏ ଅବଧାନଙ୍କୁ ଦେଖି ଥରଥର କମ୍ପୁଛନ୍ତି)
[ଦ୍ରଷ୍ଟବ୍ୟ —ଥରଥରଠାରୁ ଲଘୁତର କମ୍ପକୁ 'ଥୁରୁ ଥୁ ରୁ' ବୋଲାଯାଏ]
- ୨. ଥରକୁଥର (ଦେଖ) - ୨. Tharakuthara (See)