ଥିର

ଉଇକିଅଭିଧାନ‌ରୁ

ଥିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥିର)[ସମ୍ପାଦନା]

୧. ସ୍ଥିର — ୧. Fixed.

ମନ ଉତ୍ସୁକ ଥିର ନୋହେ ଦୁଃଖେ ଚଞ୍ଚଳ ମତି ପ୍ରତାପ. ଶଶିଶେଣା

୨. ଗତିହୀନ; ନିଶ୍ଚଳ —୨. Motionless; calm.
୩. ଧୀର —୩. Slow; sedate; steadfast.
୪. ଅବିଚଳିତ —୪. Unperturbed.

ବୋଇଲି ହେବି ଏଥର ଥିର ଭଞ୍ଜ. ପ୍ରେମସୁଧାନିଧି

୫. ଅଚଞ୍ଚଳ —୫. Not moving; not fickle.
୬. ନିଶ୍ଚୟ —୬. Certain.
୭. ନିର୍ଦ୍ଧାରିତ —୭. Fixed; settled; ascertained.
୮. ଗମ୍ଭୀର —୮. Grave.

ବିଶେଷ୍ୟ -[ସମ୍ପାଦନା]

ସ୍ଥିରତା —Certainty.