ଥିରିଥିରି
ଥିରିଥିରି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଥିରିଥିରି
|
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
- ୧. ଚୁପ୍ ହୋଇ — ୧. Silently.
- ୨. ସ୍ଥିରଭାବରେ —୨. Quietly.
- ୩. ଧୀରେ ଧୀରେ —୩. Slowly.
- ୪. ଉଶ୍ୱାସ କରି —୪. Lightly; gently.
ଥିରିଥିରି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]
ଧୀର; ଅଚଞ୍ଚଳ — Slow; quiet.
ଗ୍ରାମ୍ୟ - କ୍ରି.ବିଶେଷଣ -[ସମ୍ପାଦନା]
- ୧. ଧୀରସ୍ଥିରଭାବରେ —୧. Gently.
- ୨. ଧୀରେ ଧୀରେ —୨. Slowly.