ଥୁକାଇବା
ଥୁକାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଥୁକାଇବା
|
=== ଦେଶଜ - କ୍ରି.
(ଥୁକିବା କ୍ରିୟାର ଣିଜନ୍ତରୂପ;) — Causative form of Thukibā.
- ୧. ଅନ୍ୟ ବ୍ୟକ୍ତିଦ୍ୱାରା କୌଣସି ବ୍ୟକ୍ତି ଉପରେ ଛେପ ପକାଇବା କର୍ମ କରାଇବା —୨. To cause others to spit upon a person.
(ଯଥା—ଜମିଦାର ପାଣଙ୍କଦ୍ୱାରା ହାଟୁଆ ପ୍ରଜା ମୁହଁରେ ଥୁକାଇ କରି ହାଟୁଆ ପ୍ରଜାର ଜାତି ନେଲେ)
- ୨. ପାଟିରେ ପୁରାଇଥିବା ଜିନିଷକୁ କାଢ଼ି ପକାଇବା ପାଇଁ ବାଧ୍ୟ କରିବା —୨. TO cause a person to spit up anything hehas got in his mouth.
(ଯଥା—ପିଲା ଗୁଡ଼ାଏ ମାଟି ପାଟିରେ ପୁରାଇ ଥିବାର ଦେଖି ବାପା ପିଲାଙ୍କୁ ସେ ମାଟିଗୁଡ଼ାକ ଥୁକାଇ ଦେଲେ)