ଥୁତୁକାରିବା
ଥୁତୁକାରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଥୁତୁକାରିବା
|
ଦେଶଜ - କ୍ରି. (ସଂସ୍କୃତ - ଧିକ୍କାର; ତିରସ୍କାର)[ସମ୍ପାଦନା]
- ୧. ଘୃଣାରେ କୌଣସି ବ୍ୟକ୍ତି ଉପରେ ଛେପ ପକାଇବା —୧. To spit on a person.
- ୨. ଧିକ୍କାର କରିବା —୨. To cry down a person contemptuously.