ଦଂଶା

ଉଇକିଅଭିଧାନ‌ରୁ

ଦଂଶା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଦଂଶ+ସ୍ତ୍ରୀ. ଆ)[ସମ୍ପାଦନା]

୧. କ୍ଷୁଦ୍ର ଡ଼ାଂଶ — ୧. Small gadfly.
୨. ମଶା —୨. Gnat.
୩. ମାଛି —୩. A fly

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଦଂଶନ —Stinging; biting.