ଦଂଶିବା

ଉଇକିଅଭିଧାନ‌ରୁ

ଦଂଶିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦନ୍ଶ, ଧାତୁ)[ସମ୍ପାଦନା]

୧. ଡଂଶିବା; କାମୁଡ଼ିବା — ୧. To bite.
୨. ଦନ୍ତରେ ଆଘାତ କରିବା — ୨. To strike with the fangs.

ତକ୍ଷକ ତ ତୁମ୍ଭର ବାପଙ୍କୁ ଦଂଶିଳେ—କୃଷ୍ଣସିଂହ ମହାଭାରତ. ଆଦି

୩. ନାହୁଡ଼ ମାରିବା —୩. To sting.