ଦଇବୀ

ଉଇକିଅଭିଧାନ‌ରୁ

ଦଇବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦୈବୀ)[ସମ୍ପାଦନା]

୧. ଐଶ୍ୱରିକ — ୧. Providential.
୨. ଅପ୍ରତ୍ୟାଶିତରୂପେ ଘଟିବା —୨. Accidental.

ବିଶେଷ୍ୟ -[ସମ୍ପାଦନା]

୧. ଦେବତା ପୂଜା ଆଦି ଅନୁଷ୍ଠାନ — ୧. Ceremonies or rituals to propitiate the Gods.
୨. ଦୈବଘଟନା —୨. Accident; divine visitation.

କ୍ରି.ବିଶେଷଣ - (ସଂସ୍କୃତ - ଦୈବାତ୍)[ସମ୍ପାଦନା]

ଦଇବେ (ଦେଖ) - Daibe (See)