ଦଣ୍ଡାମାରୁ

ଉଇକିଅଭିଧାନ‌ରୁ

ଦଣ୍ଡାମାରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଣ୍ଡମାର୍—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଯେଉଁ ବ୍ୟକ୍ତି ଅନ୍ୟଙ୍କୁ ବଧ ବା ପ୍ରହାର କରିବା ନିମନ୍ତେ ଠେଙ୍ଗା ଧରି ଥାଏ; ଲାଠିଆଳ — ୧. A person armed with a cudgel to kill or beat others.
୨. ଭୀମ ପରାକ୍ରମ ବ୍ୟକ୍ତି — ୨. A mighty or powerful person.
୩. ଭୟଙ୍କର ବ୍ୟକ୍ତି —୩. A ferocious person.