ଦଣ୍ଡ ପାଣି

ଉଇକିଅଭିଧାନ‌ରୁ

ଦଣ୍ଡ ପାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦଣ୍ଡ+ପାଣି)[ସମ୍ପାଦନା]

ଦଣ୍ଡଧର — Carrying a staff.

ବିଶେଷ୍ୟ -[ସମ୍ପାଦନା]

୧. ଯମ —୧. J̄ama.
୨. ଶିବାନୁଚରବିଶେଷ —୨. An attendant of Ṡiba.
୩. ରାଜା —୩. King.

ବଡ଼ଭୀ ଲଭି ପାତାଳେ ଲୁଚି ଲଙ୍କା ବଡ଼ଭି ପୁରକୁ ମଞ୍ଚି ଲଙ୍କା ଯେ ଦଣ୍ଡପାଣିରେ ରଚି ଭୟ ଯେମନ୍ତ ଯେ ଭଞ୍ଜ. ବୈଦେହୀଶବିଳାସ