ଦତ୍ତାବଧାନ

ଉଇକିଅଭିଧାନ‌ରୁ

ଦତ୍ତାବଧାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦତ୍ତାବଧାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଦତ୍ତ+ ଅବଧାନ)[ସମ୍ପାଦନା]

୧. ମନୋଯୋଗୀ — ୧. Attentive; mindful.
୨. ଅର୍ପିତିଚିତ୍ତ —୨. With the heart bent upon some fixed aim or purpose.