ଦମୀ

ଉଇକିଅଭିଧାନ‌ରୁ

ଦମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ. (ଦମ୍+ଶୀଳାର୍ଥେ. କର୍ତ୍ତୃ. ଇନ୍; ୧ମା. ୧ବ)[ସମ୍ପାଦନା]

୧. ଜିତେନ୍ଦ୍ରିୟ —୧. One who has his passions under control.


୨. ସଂଯମୀ —୨. One who practises self-control.
୩. ଯେ ଦମନ କରେ; ଦମନଶୀଳ — ୩. Controlling; cheching.