ଦରଖାସ୍ତକାରୀ
ଦରଖାସ୍ତକାରୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଦରଖାସ୍ତକାରୀ—ଅନ୍ୟରୂପ)
(ଦରଖାସ୍ତକାରିଣୀ—ସ୍ତ୍ରୀ)
ଅନୁବାଦ[ସମ୍ପାଦନା]
ଦରଖାସ୍ତକାରୀ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (କଚିରିଆ) (ଫାରାସୀ - ଦର୍ଖୁଆସ୍ତ୍+ ସଂସ୍କୃତ - କାରୀ)[ସମ୍ପାଦନା]
- ୧. ଆବେଦନକାରୀ —୧. Petitioner.
- ୨. ମୁଦେଇ —୨. Complainant.
- ୩. ବାଦୀ —୩. Plaintiff.