ଦରଖାସ୍ତ ଗୁଜାରିବା
ଦରଖାସ୍ତ ଗୁଜାରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦରଖାସ୍ତ ଗୁଜାରିବା
|
ଦେଶଜ - କ୍ରି. (କଚିରିଆ)[ସମ୍ପାଦନା]
- ୧. ହାକିମଙ୍କ ନିକଟରେ ନିବେଦନ ପତ୍ର ଦାଖଲ ବା ଉପସ୍ଥାପିତ କରିବା — ୧. To file a petition.
- ୨. ହାକିମଙ୍କ ଆଗରେ କୌଣସି ବ୍ୟକ୍ତିର ଦରଖାସ୍ତ ପେଶ୍ କରିବା —୨. To put up a petition before an authority.