ଦରଖାସ୍ତ ପଡ଼ିବା
ଦରଖାସ୍ତ ପଡ଼ିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦରଖାସ୍ତ ପଡ଼ିବା
|
ଦେଶଜ - ବିଶେଷ୍ୟ - (କଚିରିଆ)[ସମ୍ପାଦନା]
- ୧. କୌଣସି ବିଷୟରେ ନିବେଦନ ପତ୍ର ହାକିମଙ୍କ ନିକଟରେ ଦିଆଯିବା —୧. The filing of a petition.
- ୨. ହାକିମଙ୍କ ନିକଟରେ ଦିଆଯାଇଥିବା ଦରଖାସ୍ତର ବିଷୟ ହାକିମଙ୍କଦ୍ୱାରା ଆଲୋଚିତ ହେବା —୨. The coming up of a petition for cosideration.