ଦରୋବସ୍ତ
ଦରୋବସ୍ତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦରବସ୍ତ, ଦୂରବସ୍ତ, ଦୋରବସ୍ତ, ଦୋରୋବସ୍ତଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷଣ - (କଚିରିଆ) (ଫାରାସୀ - ଦର୍ଓବସ୍ତ୍)[ସମ୍ପାଦନା]
ସମ୍ପୂର୍ଣ୍ଣ; ସମଗ୍ର —Whole; entire.
ସର୍ବନାମ[ସମ୍ପାଦନା]
ସମସ୍ତ, ସବୁ —All
କ୍ରି.ବିଶେଷଣ -[ସମ୍ପାଦନା]
ସମ୍ପୂର୍ଣ୍ଣରୂପେ — Completely; fully; entirely.