ଦଲିଲ୍ କରିଦେବା
(ଦଲିଲ ସମ୍ପାଦନ କରିବା; ଦଲିଲ୍ ଦେବା—ଅନ୍ୟରୂପ)
କୌଣସି ଦଲିଲ ବିଧିମତେ ଲେଖା ପଢ଼ି କରି ଦସ୍ତଖତ୍ କରିଦେବା — To duly execute a documant.