ଦାଖଲ ହେବା
ଦାଖଲ ହେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦାଖଲ ହେବା
|
ଦେଶଜ - କ୍ରିୟାପଦ - (କଚିରିଆ)[ସମ୍ପାଦନା]
- ୧. ଦରଜ୍ ହେବା; ଲେଖା ହେବା —୧. To be recorded
- ୨. ଉପସ୍ଥିତ ହେବା —୨. To arrive at; to attend.
(ଯଥା—ମତେ ଗାଁରେ ଖୋଜା ଲାଗିଥାଏ, ବୁଝିଲାବେଳକୁ ମୁଁ ଆସି କଟକରେ ଦାଖଲ ହେଲେଣି)
- ୩. (ଧନ ବା ବସ୍ତୁ) ଦିଆଯିବା; ପଏଠ ହେବା — ୩. To be paid or delivered.