ଦାଣ୍ଡକୀଳା

ଉଇକିଅଭିଧାନ‌ରୁ

ଦାଣ୍ଡକୀଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ ଓ କୀଳକ ଶବ୍ଦରୁ)[ସମ୍ପାଦନା]

ଶଗଡ଼ର ଅଖ ମଝିରେ ମରାଯାଇଥିବା କୀଳା — A peg attached to the middle of the axle of a cart.