ଦୀର୍ଘ
ଦୀର୍ଘ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷଣ - (ଦ୍ରାଘ ଧାତୁ=ଲମ୍ୱ କରିବା; ଆୟତ୍ତ ହେବା+ଅ)[ସମ୍ପାଦନା]
- ୧. (ସମୟ ଓ ଆକାରରେ) ଲମ୍ୱା — ୧. Long; (in space and time); reaching far.
- ୨. ଡେଙ୍ଗା —୨. Tall.
- ୩. ଉଚ୍ଚ —୩. High; lofty.
- ୪. ବହୁତ; ଅଧିକ —୪. Excessive.
- ୫. ଆୟତ; ସୁଦୁର ବିସ୍ତୃତ — ୫. Extensive; extended; spacious.]
- ୬. ଗୁରୁ —୬. Heavy.
- ୭. ବିସ୍ତର; ବହତ୍; ବଡ଼ —୭. Great; large; big.
- ୮. ବହୁକାଳବ୍ୟାପୀ —୮. Extending over a long period.
୯ : ଗଭୀର (ନିଶ୍ୱାସ) —୯. Deep (breath)
ବିଶେଷ୍ୟ -[ସମ୍ପାଦନା]
- ୧. (ବ୍ୟାକରଣ) ଦ୍ୱିମାତ୍ରା ପରିମିତ ସ୍ୱରବର୍ଣ୍ଣ; ଗୁରୁସ୍ୱର; ଦ୍ୱିମାତ୍ରା ସ୍ୱର —୧. Long vowel.
(ଯଥା—ଆ, ଇ, ଊ, ଋ, ଏ, ଐ, ଓ, ଔ)
- ୨. (ଜ୍ୱୋତିଷ) ସିଂହ, ତୁଳ ଓ ବିଛାରାଶି — ୨. The names of the ୪th, ୬th, ୭th, and ୮th, signs of the zodiac (lion, virgin, balance and scorpion.)
- ୩. ଉଷ୍ଟ୍ର; ଓଟ —୩. Camel.
- ୪. ଦୂର ଭବିଷ୍ୟତ୍; ପରିଣାମ — ୪. Distant future; the end; the long run.
- ୫. ଲତାଶାଳ ଗଛ —୫. Name of a wild tree.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଦୈର୍ଘ୍ୟ —୧. Length.
ତହିଁରୁ ଆସ୍ତନ କେତେ ଦାର୍ଘ ପ୍ରତି ଅଟେ—ବ୍ରହ୍ମନିରୁପଣ ଗୀତା
- ୨. ପ୍ରାଚୀନ ଜଳଯାନବିଶେଷ — ୨. A kind of boat used in ancient India.
[ ଦ୍ର—ଭୋଜରାଜାଙ୍କ ଯୁକ୍ତକଳ୍ପତରୁ ଗ୍ରନ୍ଥରେ ଏହାର ବିଶେଷ ବିବରଣ ଦ୍ରଷ୍ଟବ୍ୟ ଜଗବନ୍ଧୁ—ପ୍ରାଚୀନ ଉତ୍କଳ ]