ଦୁର୍ବ୍ୱେଦ

ଉଇକିଅଭିଧାନ‌ରୁ

ଦୁର୍ବ୍ୱେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ବିଦ୍ ଧାତୁ+କର୍ମ. ଅ)[ସମ୍ପାଦନା]

୧. ଦୁର୍ଜ୍ଞେୟ; ଦୁର୍ବୋଧ୍ୟ — ୧. Difficult to know or understand.
୨. ବେଦପାଠ ବିହୀନ — ୨. Not studying the Bedas.