ଦୁଶ୍ଚରିତ

ଉଇକିଅଭିଧାନ‌ରୁ

ଦୁଶ୍ଚରିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଦୁଶ୍ଚରିତା(ତ୍ରା)—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - [କର୍ମଧା; ଦୁଃ+ରଚିତ(ତ୍ର)=ଆଚରଣ, ସ୍ୱଭାବ][ସମ୍ପାଦନା]

୧. କୁସ୍ୱଭାବ —୧. Bad nature.
୨. ମନ୍ଦ ଆଚରଣ; କୁଚରିତ୍ର — ୨. Bad character.
୩. ମନ୍ଦବ୍ୟବହାର —୩. Ill-behaviour.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)[ସମ୍ପାଦନା]

୧. ନିନ୍ଦିତପ୍ରକୃତିବିଶିଷ୍ଟ — ୧. Of bad character; bad-natured; vicious; immoral.
୨. ମନ୍ଦବ୍ୟବହାରକାରୀ —୨. Ill-behaved.