ଦେଣି
ଦେଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଦେଅଣି—ଅନ୍ୟରୂପ)
ଦେଶଜ - ବିଣ—(ସଂସ୍କୃତ - ଦେୟ; ଦାନୀୟ)[ସମ୍ପାଦନା]
- ୧. ଦେୟ — ୧. Payable.
- ୨. ଅବଶ୍ୟଦେୟ —୨. Unavoidably payable.
(ଯଥା—ଯାତ୍ରା ଦେଖିବାକୁ ଆସି ମତେ ପାଞ୍ଚଟଙ୍କା ଦେଣି ପଡ଼ିଲା)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଦେୟ ଅର୍ଥ —୧. Dues; money payable by a person.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (କଚିରିଆ)[ସମ୍ପାଦନା]
- ୧. ଦେଣଦାର ଖାତକ — ୧. Debtor.
- ୨. ଅଦାଲତରେ ଯେଉଁ ଖାତକ ଉପରେ ମହାଜନର ଡିଗ୍ରୀ ହୋଇଥାଏ —୨. Judgment-debtor.