ଦୋତରଫା
(ଏକତରଫା—ବିପରୀତ)
ବାଦୀ ଓ ପ୍ରତିବାଦୀ ଉଭୟଙ୍କ ଉପସ୍ଥିତିରେ ବିଚାର କରାଯାଇଥିବା (ମୋକଦ୍ଦମା) —(case) Decided after hearing both sides; two-sided; disposed of after contest.