ଦ୍ରଷ୍ଟବ୍ୟ

ଉଇକିଅଭିଧାନ‌ରୁ

ଦ୍ରଷ୍ଟବ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦ୍ରଷ୍ଟବ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦୃଶ ଧାତୁ=ଦେଖିବା+କର୍ମ. ତବ୍ୟ)[ସମ୍ପାଦନା]

୧. ଦେଖିବାର ଯୋଗ୍ୟ — ୧. Fit to be seen; worth looking at.
୨. ଯାହା ଅନ୍ୟମାନଙ୍କୁ ଦେଖାଇବା ଯୋଗ୍ୟ — ୨. Worthy of being shown to others.
୩. ଯାହା ଅବଶ୍ୟ ଦେଖିବାକୁ ହେବ — ୩. Which must be seen or visited.
୪. ଯହିଁପ୍ରତି ମନୋଯୋଗ ଦିଆଯିବା ଉଚିତ — ୪. Worth noticing; notable.