ଧତ୍

ଉଇକିଅଭିଧାନ‌ରୁ

ଧତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଧତ୍ତ, ଧତ୍ତେରି, ଧତ୍ତେରିକା, ଧତ୍ତେରିକି, ଧତ୍ତେରିକେ, ଧୂତ୍ଅନ୍ୟରୂପ

ଦେଶଜ - ଅ. (ସଂସ୍କୃତ - ଦୂର)[ସମ୍ପାଦନା]

୧. ଦୂର; ଦୁର୍କର — ୧. (Interjection) Fie; Be off; shame.
୨. ହାତୀକୁ ଠିଆ କରିବା ନିମନ୍ତେ ମାହୁନ୍ତର ଉଚ୍ଚାରିତ ଆଦେଶ — ୧. Interjection used by the driver directing an elephant to stop.