ଧନାଗମ

ଉଇକିଅଭିଧାନ‌ରୁ

ଧନାଗମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍; ଧନ+ଆଗମ[ସମ୍ପାଦନା]

୧. ଧନ ଉପାର୍ଜ୍ଜନ; ଧନାର୍ଜ୍ଜନ —୧. Acquisition of wealth.
୨. ଆୟ —୨. Income.